Birth & Life Story of Hanuman: ହନୁମାନଙ୍କ ଜନ୍ମ ବୃତ୍ତାନ୍ତ, ପିଲାବେଳେ ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବି ଖାଇବାକୁ ଗୋଡ଼ାଇଥିଲେ

ହିନ୍ଦୁ ଧର୍ମରେ ପୂଜା ପାଉଥିବା ସମସ୍ତ ପୌରାଣିକ ଚରିତ୍ର ବା ଭଗବାନଙ୍କର ଆମ ମଣିଷଙ୍କ ପରି ଏକ ଜୀବନ କାହାଣୀ ରହିଛି। ସେମାନେ ବି ପିଲା ବେଳେ ଦୁଷ୍ଟ ଥିଲେ, ବଡ଼ ହେଲାପରେ ଅନେକ ଅଲୌକିକ ଘଟଣା ଘଟାଇଛନ୍ତି। ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ପ୍ରଭୁ ହନୁମାନଙ୍କ ଜନ୍ମ ବୃତ୍ତାନ୍ତ।

Birth & Life Story of Hanuman: ହନୁମାନଙ୍କ ଜନ୍ମ ବୃତ୍ତାନ୍ତ, ପିଲାବେଳେ ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବି ଖାଇବାକୁ ଗୋଡ଼ାଇଥିଲେ
Array