Biscuit Factory Fire in Cuttack: ଭୟାବହ ଅଗ୍ନିକାଣ୍ଡ; ଜଳୁଛି ବିସ୍କୁଟ୍ କାରଖାନା

ବିସ୍କୁଟ୍ କାରଖାନାରେ ଭୟବହ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ୍ କାରଖାନା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି।

Biscuit Factory Fire in Cuttack: ଭୟାବହ ଅଗ୍ନିକାଣ୍ଡ; ଜଳୁଛି  ବିସ୍କୁଟ୍ କାରଖାନା
Array