BJD Hijack Speculation: କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ରାଜାଙ୍କ ଟାର୍ଗେଟ୍
କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜା ସ୍ବାଇଁଙ୍କ ଚିଠି । ସେପଟେ ୱକଫ୍ ପ୍ରସଙ୍ଗରେ ସୁଲତାଙ୍କୁ ଦେବାଶିଷଙ୍କ ପାଲଟା ନିଶାନା । ସୁପ୍ରିମୋ କହିବା ପରେ ବି ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର ସଭ୍ୟ ।