BJD Leader Raghunandan Das Retirement: ରାଜନୀତିରୁ ସନ୍ୟାସ ନେଲେ କି ରଘୁନନ୍ଦନ? କହିଲେ...

ଅସୁସ୍ଥତା କାରଣରୁ ଏଥର ମୁଁ ନିର୍ବାଚନ ଲଢ଼ିନଥିଲି। ମୋର ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା ବୋଲି ରଘୁନନ୍ଦନ କହିଛନ୍ତି।

BJD Leader Raghunandan Das Retirement: ରାଜନୀତିରୁ ସନ୍ୟାସ ନେଲେ କି ରଘୁନନ୍ଦନ? କହିଲେ...
Array