BJD Organizational Restructuring Responsibilities: ବିଜେଡିକୁ ପୁଣି ଫେରିଲା ରାଜନୈତିକ ବ୍ୟାପାର କମିଟି, ନିଜେ ଦଳ ସଭାପତି ଅଧ୍ୟକ୍ଷ

ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

BJD Organizational Restructuring Responsibilities: ବିଜେଡିକୁ ପୁଣି ଫେରିଲା ରାଜନୈତିକ ବ୍ୟାପାର କମିଟି, ନିଜେ ଦଳ ସଭାପତି ଅଧ୍ୟକ୍ଷ
Array