Car On Railway Track : ରେଳ ଟ୍ରାକ୍‌ରେ ଫୁଲ୍ ସ୍ପିଡ୍‌ରେ ଚଲାଇଲେ କାର୍...୧୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

ରେଳ ଟ୍ରାକରେ କାର ଚାଲିବା ଯୋଗୁଁ ବେଙ୍ଗାଲୁର-ହାଇଦ୍ରାବାଦ ଟ୍ରେନକୁ ମଝି ଟ୍ରାକରେ ଅଟକାଇବାକୁ ପଡିଥିଲା । ପାଖାପାଖି ୧୫ଟି ଟ୍ରେନକୁ ଡାଇଭର୍ଟ କରିବାକୁ ପଡିଥିଲା । ଘଟଣା ସାମନାକୁ ଆସିବା ପରେ ଏହାର ତଦନ୍ତ ଚାଲିଛି ।

Car On Railway Track : ରେଳ ଟ୍ରାକ୍‌ରେ ଫୁଲ୍ ସ୍ପିଡ୍‌ରେ ଚଲାଇଲେ କାର୍...୧୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ
Array