Champions Trophy Final: ସୁପର ସଣ୍ଡେରେ ସୁପର ସୋ’, ଟ୍ରଫି ପାଇଁ ମୁହାଁମୁହିଁ ଭାରତ-ନ୍ୟୁଜିଲାଣ୍ଡ

୨୫ ବର୍ଷ ପରେ ପ୍ରତିଶୋଧର ସୁଯୋଗ । ଅଢେଇ ଦଶନ୍ଧି ପରେ ବଦଲା ନେବ ଟିମ୍‌ ଇଣ୍ଡିଆ । ମିନି ୱାର୍ଲ୍ଡ କପ୍‌ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର ।

Champions Trophy Final: ସୁପର ସଣ୍ଡେରେ ସୁପର ସୋ’, ଟ୍ରଫି ପାଇଁ ମୁହାଁମୁହିଁ ଭାରତ-ନ୍ୟୁଜିଲାଣ୍ଡ
Array