Child Selling: କାନ୍ଦୁଛି ଜେଜେମା', ମାତ୍ର ୨୦ ହଜାର ଲୋଭରେ ବୋହୂ ଘଟାଇଛି ଏମିତି କାଣ୍ଡ

୭ ବର୍ଷର ନାତିକୁ ଝୁରି ଝୁରି ଜେଜେମା' ବିକଳ ହେଉଛି । ମୋ ନାତିକୁ କେଉଁଠି ବିକିଛ କୁହ, ମୋ ନାତିକୁ ମୋତେ ଦିଅ ବୋଲି କହୁଛି । ଖାଇବାକୁ ପାଇଲାନି କହି ବୋହୂ ମାତ୍ର ୨୦ ହଜାର ଟଙ୍କାରେ ନାତିକୁ ବିକି ଦେଇଥିବା ଅଭିଯୋଗ ।

Child Selling: କାନ୍ଦୁଛି ଜେଜେମା', ମାତ୍ର ୨୦ ହଜାର ଲୋଭରେ ବୋହୂ ଘଟାଇଛି ଏମିତି କାଣ୍ଡ
Array