China Super Dam: ମିଆଁମାର ଭୂକମ୍ପ: ସତରେ କ’ଣ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ?
ଏପରି ଭୟଙ୍କର ସ୍ଥିତିରେ କୂଟନୀତି ବିଶେଷଜ୍ଞ ତଥା ସ୍ତମ୍ଭକାର ବ୍ରହ୍ମା ଚେଲାନୀ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏକ୍ସରେ ସେ କହିଛନ୍ତି, ମିଆଁମାରର ହିମାଳୟ ଭୂକମ୍ପ ବେଲ୍ଟ ନିକଟରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ଅଞ୍ଚଳର ଭୌଗୋଳିକ ଅସ୍ଥିରତାକୁ ବୃଦ୍ଧି କରିପାରେ । ଚେଲାନୀ ଏପରି ଆଶଙ୍କା ପ୍ରକାଶ କରିବା ପରେ ପ୍ରଶ୍ନ ଉଠିଛି, ପ୍ରକୃତରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ନୁହେଁ ତ ?