Congo Boat Capsizes: ମଝି ନଈରେ ବୁଡ଼ିଗଲା ଡଙ୍ଗା; ୨୫ ମୃତ, ଏକାଧିକ ନିଖୋଜ
ଦୁର୍ଗମ ଅଞ୍ଚଳରେ ଡଙ୍ଗାରେ ଅତ୍ୟଧିକ ଭିଡ଼ ଜମିଥାଏ। ଭଲ ରାସ୍ତା ଅଭାବରୁ ଅନେକ ଲୋକଙ୍କର ବିକଳ୍ପ ରାସ୍ତା ହେଉଛି ନଦୀ ଓ ବୋଟ୍ । ଏହାପୂର୍ବରୁ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଓଭରଲୋଡ୍ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା।