Cough Syrup Bust: ନିଶାର ନୂଆ ଜହର 'କଫ୍ ସିରପ୍'

ଶସ୍ତା ଓ ସଜହରେ ଉପଲବ୍ଧ ହେଉଥିବାରୁ ଏବେ ନୂଆ ନିଶା କଫସିରପ୍ କବଳରେ ନିଶାଡ଼ି। ବିହାର ପାଟନାରୁ କୋରିୟରରେ ଟ୍ବିନସିଟିକୁ ଆସୁଛି ବେଆଇନ୍ କଫ ସିରପ୍। ମେଡିସିନ୍ ଦୋକାନ ବଦଳରେ ନିଶା ବେପାରୀଙ୍କ ପାଖକୁ ଚାଲାଣ ହେଉଛି।

Cough Syrup Bust: ନିଶାର ନୂଆ ଜହର 'କଫ୍ ସିରପ୍'
Array