Craft Artifacts: କତା କଣ୍ଢେଇ ଓ କୟର କ୍ରାଫ୍ଟ – ପୁରୀର ନଢ଼ଣା ଗାଁର ପାରମ୍ପରିକ କଳା ସଂସ୍କୃତିର ନୂତନ ଦୃଷ୍ଟି

ଓଡ଼ିଶାରେ କତା କଣ୍ଢେଇ ତିଆରି ମାତ୍ର ୩୦-୩୫ ବର୍ଷ ତଳେ ଆରମ୍ଭ ହୋଇଥିଲେ ବି କୟର୍ କ୍ରାଫ୍ଟର ଇତିହାସ ବେଶ୍ ପୁରୁଣା। ତେବେ ଏତେ କମ୍ ସମୟରେ ମଧ୍ୟ ଏହା ଦେଶ ବିଦେଶରେ ନିଜର ପରିଚୟ ତିଆରି କରିପାରିଛି। ଓଡ଼ିଶାରେ ରହିଛି କତା କଣ୍ଢେଇର ଗୋଟେ ଗାଁ ଯେଉଁଠି ମୁଁ ଭେଟିଥିଲି ସତୁରୀ ସରିକି କାରିଗରଙ୍କୁ। କୟର୍ କ୍ରାଫ୍ଟ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

Craft Artifacts: କତା କଣ୍ଢେଇ ଓ କୟର କ୍ରାଫ୍ଟ – ପୁରୀର ନଢ଼ଣା ଗାଁର ପାରମ୍ପରିକ କଳା ସଂସ୍କୃତିର ନୂତନ ଦୃଷ୍ଟି
Array