Crew Dragon Mission: ଡ୍ରାଗନ କ୍ୟାପସୁଲ୍ କ’ଣ... ମହାକାଶରେ କେତେ ଦିନ ରହିବେ ଶୁଭାଂଶୁ ଶୁକ୍ଳା ?
ଶୁଭାଂଶୁ ଶୁକ୍ଳା ଯେଉଁ କ୍ୟାପସୁଲ୍ରେ ଯାତ୍ରା କରିବେ ତାହା ହେଉଛି କ୍ରୁ ଡ୍ରାଗନ୍। କ୍ରୁ ଡ୍ରାଗନ୍ ମହାକାଶଚାରୀମାନଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନେଇଯାଉଥିବା ବେଳେ ବୈଜ୍ଞାନିକ ଉପକରଣ ଏବଂ ଅନ୍ୟାନ୍ୟ ଜିନିଷଗୁଡ଼ିକୁ କାର୍ଗୋ ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ବହନ କରାଯାଏ। ଏଥିରେ ଛଅ ହଜାର କିଲୋଗ୍ରାମ ଜିନିଷ ବହନ କରିବାର କ୍ଷମତା ଅଛି ।