diarrhea in jajpur: ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି: ୪ ମୃତ, ୫୦୦ ଆକ୍ରାନ୍ତ

୨ ଜଣଙ୍କ ମୃତ୍ୟୁ ସହ ମୋଟ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି । ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୪ଟି ବ୍ଲକରେ ଝାଡାବାନ୍ତି ବ୍ୟାପିଛି।

diarrhea in jajpur: ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି: ୪ ମୃତ, ୫୦୦ ଆକ୍ରାନ୍ତ
Array