Dowry Torture: ୭୦ ଲକ୍ଷର ଗାଡ଼ି , ୮୦୦ଗ୍ରାମ ସୁନା...ତଥାପି ଯୌତୁକ ନିର୍ଯାତନା

ବିବାହ ସମୟରେ ୮୦୦ଗ୍ରାମ ସୁନାର ଅଳଙ୍କାର ଓ ୭୦ ଲକ୍ଷର ଭଲଭୋ କାର ପୁଅ ଘରକୁ ଯୌତୁକ ଆକାରରେ ଦିଆଯାଇଥିଲା । ଏହା ସହ ଝିଅ ଘର ବିବାହରେ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏସବୁ ରିଧାନ୍ୟାଙ୍କ ଶାଶୂଘର ଲୋକଙ୍କୁ ଯଥେଷ୍ଟ ହୋଇନଥିଲା ।

Dowry Torture: ୭୦ ଲକ୍ଷର ଗାଡ଼ି , ୮୦୦ଗ୍ରାମ ସୁନା...ତଥାପି ଯୌତୁକ ନିର୍ଯାତନା
Array