Earthquake: ଝିଅକୁ ସ୍କୁଲ୍‌ରୁ ଆଣିବାକୁ ଯାଇଥିଲି...ଭୂମିକମ୍ପର ଛାତିଥରା କାହାଣୀ ବଖାଣିଲେ ଭାରତୀୟ ବ୍ୟକ୍ତି

ଆଗାମୀ ସମୟରେ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମିଆଁମାରରେ ଅନେକ ବଡ଼ ଭୂକମ୍ପ ହୋଇଛି। ମିଆଁମାରରେ ହେଉଛି ବିଶ୍ବରେ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ମିଆଁମାରରେ ଦୁଃଖ ବଢ଼ାଇ ଦେଇଛି ଏହି ଭୂମିକମ୍ପ ।

Earthquake: ଝିଅକୁ ସ୍କୁଲ୍‌ରୁ ଆଣିବାକୁ ଯାଇଥିଲି...ଭୂମିକମ୍ପର ଛାତିଥରା କାହାଣୀ ବଖାଣିଲେ ଭାରତୀୟ ବ୍ୟକ୍ତି
Array