Earthquake: ମିଆଁମାରରେ ଭୟଙ୍କର ଭୂମିକମ୍ପ; ଭୁଶୁଡିଲା ବଡ଼ ବଡ଼ ବିଲ୍ଡିଂ, ଅନେକ ନିଖୋଜ

ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଉଠିଲା ମିଆଁମାର । ଭୁଶୁଡିଲା ଆଇକନିକ୍ ଆଭା ବ୍ରିଜ୍, ମାଟିରେ ମିଶିଲା ସୁଉଚ୍ଚ ଅଟ୍ଟାଳିକା । ଭୂକମ୍ପ ବେଳର ଛାତିଥରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ।

Earthquake: ମିଆଁମାରରେ ଭୟଙ୍କର ଭୂମିକମ୍ପ; ଭୁଶୁଡିଲା ବଡ଼ ବଡ଼ ବିଲ୍ଡିଂ, ଅନେକ ନିଖୋଜ
Array