Encrypted APPs To Aid Terror:ଆପ୍ ଜରିଆରେ ପାକିସ୍ତାନରୁ ଆସୁଥିଲା ଆତଙ୍କବାଦୀଙ୍କ ମେସେଜ୍, ନେଟୱାର୍କ ଭାଙ୍ଗିଦେଲା ପୋଲିସ୍

ଏହି କାର୍ଯ୍ୟକଳାପ ପାକିସ୍ତାନର ଜୈଶ-ଇ-ମହମ୍ମଦ (JeM) ଓ ଲସ୍କର-ଇ-ତୈବା (LeT) ଭଳି ଆତଙ୍କବାଦୀ ସଂଗଠନମାନଙ୍କ ସହ ଜଡ଼ିତ ଥିବା ସୂଚନା ମିଳିଛି। ଜୈଶ-ଇ-ମହମ୍ମଦର କମାଣ୍ଡର ‘ଅବଦୁଲ୍ଲା ଗାଜି’ଙ୍କ ସମ୍ପୃକ୍ତି ଏଥିରେ ଥିବା ଜଣାପଡ଼ିଛି। ସେ ଏହି ସନ୍ଦିଗ୍ଧମାନଙ୍କୁ ନିର୍ଦ୍ଦେଶ ଦେଉଥିବା ପୋଲିସ କହିଛି।

Encrypted APPs To Aid Terror:ଆପ୍ ଜରିଆରେ ପାକିସ୍ତାନରୁ ଆସୁଥିଲା ଆତଙ୍କବାଦୀଙ୍କ ମେସେଜ୍, ନେଟୱାର୍କ ଭାଙ୍ଗିଦେଲା ପୋଲିସ୍
Array