Ganja Raid: ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ; ଚଳନ୍ତା ବସରୁ ଡେଇଁ ଅଭିଯୁକ୍ତ ଫେରାର...

ରେଡ୍ ବେଳେ ଚଳନ୍ତା ବସରେ ଡେଇଁ ଫେରାର ମାରିଲା ଅଭିଯୁକ୍ତ। ଗତକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏଭଳି ଘଟଣା ଘଟିଛି।

Ganja Raid: ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ; ଚଳନ୍ତା ବସରୁ ଡେଇଁ ଅଭିଯୁକ୍ତ ଫେରାର...
Array