Gold Chain Snatching: ଚାହୁଁଚାହୁଁ ବେକରୁ କାଢ଼ି ନେଉଛନ୍ତି ସୁନା ଚେନ୍, ମାରୁଛନ୍ତି ଚମ୍ପଟ୍...
ମହିଳାଙ୍କ ପଛରେ ଠିଆ ହୋଇ ମହିଳା ହିଁ କରୁଛନ୍ତି ଲୁଟ୍ପାଟ। ବାହାର ସହରରୁ ଆସି ସିଲ୍କ ସିଟିରେ ଖେଳାଇଛନ୍ତି ଆତଙ୍କ। ଆଗକୁ ଠାକୁରାଣୀ ଯାତ୍ରା ଥିବାରୁ ସୁନା ଅଳଙ୍କାର ପିନ୍ଧିବାକୁ ଭୟ କରିଲେଣି ମା’-ଭଉଣୀ।