Good Friday 2025: କାହିଁକି ପାଳନ କରାଯାଏ ଗୁଡ୍ ଫ୍ରାଇଡେ ?
ଆଜି ଗୁଡ୍ ଫ୍ରାଇଡେ, ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ଦିନ । ଅନେକ ଭାବନ୍ତି ଗୁଡ୍ ଫ୍ରାଇଡେ ଏକ ଉତ୍ସବ କିନ୍ତୁ ବାସ୍ତବରେ ଏହା ଏକ ଶୋକ ଦିବସ । ଜାଣନ୍ତୁ ଏହା କାହିଁକି ପାଳନ କରାଯାଏ ଏବଂ କ'ଣ ରହିଛି ଏହି ଦିନର ମହତ୍ତ୍ୱ...