Google Map Betrays: ପୁଣି ଧୋକ୍କା ଦେଲା ଗୁଗୁଲ୍ ମ୍ୟାପ୍...ଘାଟି ରାସ୍ତାରେ ୩ ଦିନ ଧରି ଫସିଛି ଚାଉଳ ବୋଝେଇ ଟ୍ରକ୍

ମ୍ୟାପରେ ସର୍ଟକର୍ଟ ରାସ୍ତା ଦେଖି ଘାଟି ରାସ୍ତାରେ ଫସିଗଲା ଚାଉଳ ବୋଝେଇ ଟ୍ରକ । କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ।

Google Map Betrays: ପୁଣି ଧୋକ୍କା ଦେଲା ଗୁଗୁଲ୍ ମ୍ୟାପ୍...ଘାଟି ରାସ୍ତାରେ ୩ ଦିନ ଧରି ଫସିଛି ଚାଉଳ ବୋଝେଇ ଟ୍ରକ୍
Array