Peru Bus Accident: ଘାଟିରୁ ଖସିଲା ଡବଲ୍ ଡ଼େକର ବସ୍; ୧୮ ମୃତ, ଅନେକ ଆହତ
“ଏକ୍ସପ୍ରେସୋ ମୋଲିନା ଲିଡର ଇଣ୍ଟରନାସନାଲ” କମ୍ପାନୀ ଦ୍ବାରା ପରିଚାଳିତ ଡବଲ ଡେକର ବସ୍ ଜୁନୀନ ଅଞ୍ଚଳର ପାଲକା ଜିଲ୍ଲାର ପାହାଡିଆ ଅଞ୍ଚଳର ଏକ ଘାଟି ରାସ୍ତାରୁ ତଳକୁ ଖସି ପଡିବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି।