ବଢ଼ିଲା ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଆଶା
ପୁରୀରେ ପ୍ରସ୍ତାବିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଞ୍ଜୁରୀ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏହି ଏୟାରପୋର୍ଟ ପାଇଁ ଆବଶ୍ୟକ ୧୧୬୪ ଏକର ପରିମିତି ଜମିର ଅଧିଗ୍ରହଣ କାମ ବି ଶେଷ ପର୍ଯ୍ୟାୟରେ । ତେବେ ପରିବେଶବିତ ଏବଂ ଐତିହ୍ୟ ଗବେଷକଙ୍କ ଆଶଙ୍କା, ଏହି ଏୟାରପୋର୍ଟ ହେଲେ ଜୈବ ବିବିଧତା ସହ ଐତିହ୍ୟ କୀର୍ତ୍ତିରାଜ ପ୍ରଭାବିତ ହେବ ।