Govt Schemes: ରାଜ୍ୟପାଳଙ୍କ ଉଦ୍ବେଗ: ୯୫ ପ୍ରତିଶତ ଲୋକେ ଜାଣିନାହାନ୍ତି ସରକାରୀ ଯୋଜନା
କେନ୍ଦ୍ରର ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜାଣିନାହାନ୍ତି ରାଜ୍ୟର ସରକାରୀ ଅଧିକାରୀ। ବିଭିନ୍ନ ଜିଲ୍ଲାରେ ସମୀକ୍ଷା ବୈଠକ ବେଳେ ଯୋଜନା ବିଷୟରେ ପଚାରିଲେ କେହି କହି ପାରୁ ନ ଥିଲେ । ଆଜି ଏଭଳି କହି ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି।