HCLTechର ସିଇଓ ବିଜୟ କୁମାରଙ୍କ ଦରମା ୮୪କୋଟି ୧୬ ଲକ୍ଷ,କଂପାନୀର ବାର୍ଷିକ ରିପୋର୍ଟରେ ତଥ୍ୟ

ନୂଆଦିଲ୍ଲୀ ୨୪/୭: ସର୍ବାଧିକ ଦରମା ପାଉଥିବା IT ସିଇଓ । ସେ କିଏ ଓ ତାଙ୍କ ଦରମା ଶୁଣିଲେ କାହାର ବି ହୋସ୍‌ ଉଡିଯିବ । ଦେଶର ଆଇଟି ସେକ୍ଟରରେ କାମ କରୁଥିବା ସିଇଓଙ୍କ ମଧ୍ୟରୁ ସବୁଠୁ ଅଧିକ ଦରମା ପାଉଛନ୍ତି HCLTechର ସିଇଓ ବିଜୟ କୁମାର । ଜୁଲାଇ ୨୨ରେ ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୪ ଆର୍ଥିକ ବର୍ଷରେ ବିଜୟ କୁମାରଙ୍କ ଦରମା ୮୪ କୋଟି ୧୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବ ବର୍ଷ ତୁଳନାରେ ୧୯୦.୭୫ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ଦରମା ସହ ବିଜୟ କୁମାର ହେଉଛନ୍ତି ସର୍ବାଧିକ ଦରମା ପାଉଥିବା ସିଇଓ । ଏଥିରେ କଂପାନୀ ଦ୍ବାରା ଦିଆଯାଇଥିବା ବେସିକ ସାଲାରି,ବୋନସ ଓ ପ୍ରୋତ୍ସାହନ ରାଶି ଅନ୍ତର୍ଭୁକ୍ତ । 

HCLTechର ସିଇଓ ବିଜୟ କୁମାରଙ୍କ ଦରମା ୮୪କୋଟି ୧୬ ଲକ୍ଷ,କଂପାନୀର ବାର୍ଷିକ ରିପୋର୍ଟରେ ତଥ୍ୟ

ନୂଆଦିଲ୍ଲୀ ୨୪/୭: ସର୍ବାଧିକ ଦରମା ପାଉଥିବା IT ସିଇଓ । ସେ କିଏ ଓ ତାଙ୍କ ଦରମା ଶୁଣିଲେ କାହାର ବି ହୋସ୍‌ ଉଡିଯିବ । ଦେଶର ଆଇଟି ସେକ୍ଟରରେ କାମ କରୁଥିବା ସିଇଓଙ୍କ ମଧ୍ୟରୁ ସବୁଠୁ ଅଧିକ ଦରମା ପାଉଛନ୍ତି HCLTechର ସିଇଓ ବିଜୟ କୁମାର । 

ଜୁଲାଇ ୨୨ରେ ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୪ ଆର୍ଥିକ ବର୍ଷରେ ବିଜୟ କୁମାରଙ୍କ ଦରମା ୮୪ କୋଟି ୧୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବ ବର୍ଷ ତୁଳନାରେ ୧୯୦.୭୫ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ଦରମା ସହ ବିଜୟ କୁମାର ହେଉଛନ୍ତି ସର୍ବାଧିକ ଦରମା ପାଉଥିବା ସିଇଓ । ଏଥିରେ କଂପାନୀ ଦ୍ବାରା ଦିଆଯାଇଥିବା ବେସିକ ସାଲାରି,ବୋନସ ଓ ପ୍ରୋତ୍ସାହନ ରାଶି ଅନ୍ତର୍ଭୁକ୍ତ ।