Health Tips: ଗର୍ଭବତୀ ସମୟରେ ମା’ଙ୍କୁ ଦିଅନ୍ତୁ ଏହି ୫ ସୁପର୍ଫୁଡ୍; ପିଲା ହେବ ବ୍ରେନୀ ଆଉ ଶକ୍ତିଶାଳୀ
ଗର୍ଭାବସ୍ଥାରେ ହିଁ ଶିଶୁର ମାନସିକ ବିକାଶ ଆରମ୍ଭ ହୁଏ। ଜନ୍ମ ହେବା ମାତ୍ରେ ପିଲାର ସ୍ୱାସ୍ଥ୍ୟ ମଜବୁତ ହୁଏ। ତେଣୁ ଗର୍ଭାବସ୍ଥା ସମୟରେ ମାଆ ଏପରି ଜିନିଷ ଖାଇବା ଉଚିତ ଯାହା ପୋଷକରେ ଭରପୂର ହୋଇଥିବ।