ନିର୍ବନ୍ଧ କଲେ ଆମି ଜ୍ୟାକସନ

ମୁମ୍ବାଇ: ଅଭିନେତ୍ରୀ ଆମି ଜ୍ୟାକସନ ସ୍ବିଜରଲ୍ୟାଣ୍ଡର ଗସ୍ତାଡରେ ଅଭିନେତା-ସଙ୍ଗୀତଜ୍ଞ ଏଡ ୱେଷ୍ଟୱିକ ସହିତ ନିର୍ବନ୍ଧ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ନିଜର ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ବହୁତ ଖୁସ ଥିବା ନଜର ଆସିଛନ୍ତି। ଗୋଟିଏ ଫଟୋରେ ୱେଷ୍ଟୱିକ ଅଭିନେତ୍ରୀଙ୍କୁ ପ୍ରପୋଜାଲ ଦେଉଥିବାର ନଜର ଆସିଛନ୍ତି । ଏହି ଫଟୋ ସହିତ ଆମି କ୍ୟାପଶନରେ ତାଙ୍କର ନିର୍ବନ୍ଧକୁ ନିଶ୍ଚିତ କରିଛନ୍ତି। କିଆରା ଆଡଭାନି, ଓରି, ଆଥିଆ ଶେଟ୍ଟୀ, ଶ୍ରୁତି […] The post ନିର୍ବନ୍ଧ କଲେ ଆମି ଜ୍ୟାକସନ appeared first on Dharitri Odia News.

ନିର୍ବନ୍ଧ କଲେ ଆମି ଜ୍ୟାକସନ

ମୁମ୍ବାଇ: ଅଭିନେତ୍ରୀ ଆମି ଜ୍ୟାକସନ ସ୍ବିଜରଲ୍ୟାଣ୍ଡର ଗସ୍ତାଡରେ ଅଭିନେତା-ସଙ୍ଗୀତଜ୍ଞ ଏଡ ୱେଷ୍ଟୱିକ ସହିତ ନିର୍ବନ୍ଧ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ନିଜର ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ବହୁତ ଖୁସ ଥିବା ନଜର ଆସିଛନ୍ତି। ଗୋଟିଏ ଫଟୋରେ ୱେଷ୍ଟୱିକ ଅଭିନେତ୍ରୀଙ୍କୁ ପ୍ରପୋଜାଲ ଦେଉଥିବାର ନଜର ଆସିଛନ୍ତି । ଏହି ଫଟୋ ସହିତ ଆମି କ୍ୟାପଶନରେ ତାଙ୍କର ନିର୍ବନ୍ଧକୁ ନିଶ୍ଚିତ କରିଛନ୍ତି। କିଆରା ଆଡଭାନି, ଓରି, ଆଥିଆ ଶେଟ୍ଟୀ, ଶ୍ରୁତି ହାସନ, ସୋଫି ଚୌଧୁରୀଙ୍କ ପରି ସେଲିବ୍ରିଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

The post ନିର୍ବନ୍ଧ କଲେ ଆମି ଜ୍ୟାକସନ appeared first on Dharitri Odia News.