Health Tips: ସକାଳେ ଖାଲି ପେଟରେ ପାଣି ପିଇବାକୁ କାହିଁକି ଦିଆଯାଏ ପରାମର୍ଶ
ପୁରୁଖା ଲୋକ ହୁଅନ୍ତୁ କିମ୍ବା ଡାକ୍ତର, ସମସ୍ତେ ସକାଳେ ଉଠିବା ମାତ୍ରେ ଗୋଟିଏ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ସକାଳେ ପାଣି ପିଇବାର ଅଭ୍ୟାସ କାହିଁକି ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଲାଭ କ’ଣ?