Home Guard Recruitment: ହୋମଗାର୍ଡ ନିଯୁକ୍ତିରେ ବି ମାତିଛନ୍ତି ଦଲାଲ୍ !

ହୋମଗାର୍ଡ ନିଯୁକ୍ତିରେ ବି ମାତିଛନ୍ତି ଠକ ଟାଉଟର୍ ଓ ଦଲାଲ୍ । ମିଡିଲମ୍ୟାନ୍ ବା ମଧ୍ୟସ୍ଥ, ଦଲାଲ ଓ ଟାଉଟରଙ୍କ ପ୍ରତି ସାବଧାନ ରହିବାକୁ ସତର୍କ କଲା ଓଡ଼ିଶା ପୋଲିସ ।

Home Guard Recruitment: ହୋମଗାର୍ଡ ନିଯୁକ୍ତିରେ ବି ମାତିଛନ୍ତି ଦଲାଲ୍ !
Array