Husband Threatened: PUB-G ପ୍ରେମିକ ପାଇଁ ସ୍ବାମୀଙ୍କୁ ଧମକ, ଛାଡ ନହେଲେ ୫୫ ଖଣ୍ଡରେ କାଟି ଦେବି

PUB-G ଖେଳରୁ ପ୍ରେମ ହୋଇଥିଲା। ପରେ ସ୍ବାମୀ ଓ ଛୁଆ ପିଲାର ସଂସାରକୁ ଛାଡି ପ୍ରେମିକ ସହ ପଳାଇବାକୁ ନିଷ୍ପତ୍ତି ନେଇଥିଲା ମହିଳା। ଏପରିକି ସ୍ବାମୀ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କଲେ ତାଙ୍କୁ ୫୫ ଖଣ୍ଡ କରି ହାଣି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

Husband Threatened: PUB-G ପ୍ରେମିକ ପାଇଁ ସ୍ବାମୀଙ୍କୁ ଧମକ, ଛାଡ ନହେଲେ ୫୫ ଖଣ୍ଡରେ କାଟି ଦେବି
Array