IDBI ବ୍ୟାଙ୍କରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଯଦି ଆପଣ ବ୍ୟାଙ୍କରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । IDBI ବ୍ୟାଙ୍କରେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ଖାଲି ପଡିଛି । ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ମେ ୮ ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ପଦବୀ ବିବରଣୀ : ୬୭୬ ଆବେଦନ ତାରିଖ : ମେ ୮ […] The post IDBI ବ୍ୟାଙ୍କରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ appeared first on KNews Odisha.

IDBI ବ୍ୟାଙ୍କରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଯଦି ଆପଣ ବ୍ୟାଙ୍କରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । IDBI ବ୍ୟାଙ୍କରେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ଖାଲି ପଡିଛି । ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ମେ ୮ ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୬୭୬

ଆବେଦନ ତାରିଖ : ମେ ୮ ତାରିଖରୁ ମେ ୨୦ ପର୍ଯ୍ୟନ୍ତ ଆବେଦନକାରୀମାନେ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୦ବର୍ଷରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତିରେ ଆବେଦନ କରୁଥିବା ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରେ ଗ୍ରାଜୁଏସନ ପାସ୍ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଜେନେରାଲ, ଓବିସି, EWS ପ୍ରାର୍ଥୀଙ୍କ ପାଇଁ ୧୦୫୦ ଟଙ୍କା ଆବେଦନ ଶଳ୍କ ଧାର୍ଯ୍ୟ କରାଯାଇଛି । ଏମାନଙ୍କ ସମେତ ଏସସି, ଏସଟି, PWD ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ପରୀକ୍ଷା ତାରିଖ : ପରୀକ୍ଷା ପାଇଁ ତାରିଖ ୮ଜୁନକୁ ଘୋଷଣା କରାଯାଇଛି ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ପେଜରେ ଦି୍ଆଯାଇଥିବା ‘Recruitment’ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ଦିଆଯାଇଥିବା ସୂଚନାନୁଯାୟୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ପରେ ଫର୍ମଟିକୁ ସବମିଟ କରନ୍ତୁ ।

ଶେଷରେ ଆବେଦନ ଫର୍ମର ପ୍ରିଣ୍ଟ ଆଉଟ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

Also Read : ସିଏଚଓ ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ , ଜାଣନ୍ତୁ କିପରି କରିବେ ଆବେଦନ

 

The post IDBI ବ୍ୟାଙ୍କରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ appeared first on KNews Odisha.