Illegal Abortion Kits: ଅସାଧୁ ମେଡିସିନ୍ ଷ୍ଟୋର ସାଜିଛନ୍ତି କି ବେଆଇନ୍ ଗର୍ଭପାତର ପେଣ୍ଠସ୍ଥଳୀ ?

ରାଜଧାନୀରେ ଚାଲିଛି କି ବେଆଇନ ଗର୍ଭପାତ ? ଯେଉଁଠି ମାଳ ମାଳ ଲେଡିଜ୍ ହଷ୍ଟେଲ, ସେଇଠି ବେଶି ମିଳୁଛି ଅନୱାଣ୍ଟେଡ୍ କିଟ୍ ! ଭୁବନେଶ୍ବର ନୟାପଲ୍ଲୀର N-1 ଅଞ୍ଚଳରେ ବେଆଇନ୍ ଭାବେ ଗର୍ଭପାତ କିଟ୍ ବିକ୍ରିର ଅଭିଯୋଗ ପରେ ଧରପଗଡ଼।

Illegal Abortion Kits: ଅସାଧୁ ମେଡିସିନ୍ ଷ୍ଟୋର ସାଜିଛନ୍ତି କି ବେଆଇନ୍ ଗର୍ଭପାତର ପେଣ୍ଠସ୍ଥଳୀ ?
Array