ଅନ୍ଧାର ଭିତରେ ଶତ୍ରୁକୁ କିଭଳି ମୁକାବିଲା କରିବ ସେନା?

ଅନ୍ଧାର ଭିତରେ ଶତ୍ରୁକୁ କିଭଳି ମୁକାବିଲା କରିବ ସେନା? ଯଦି, ଯୁଦ୍ଧ ହୁଏ ତା’ ହେଲେ ରାତିର ଅନ୍ଧାରରେ କେମିତି ଅପରେସନ୍ ହେବ? ଲୋକେ ନିଜ କାମ କେମିତି କରିବେ? ଜରୁରୀ ସେବା କେମିତି ହେବ? ସେ ସବୁର ଡ୍ରିଲ୍ ହୋଇଛି। ପଞ୍ଜାବର ଫିରୋଜପୁର କେଣ୍ଟରେ ବ୍ଲାକ୍‌ଆଉଟ୍‌ ଅଭ୍ୟାସ କରିଛି ସେନା।

Array