IND-ENG ଚତୁର୍ଥ ଟେଷ୍ଟ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ ସ୍କୋର୍‌ ୩୦୨/୭

ରାଞ୍ଚତ୍, ୨୩।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଚତୁର୍ଥ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ବେଳକୁ ୭ ଉଇକେଟ ହରାଇ ୩୦୨ ରନ ସଂଗ୍ରହ କରିଛି। ଏହି ମ୍ୟାଚରେ ଭାରତ ଦ୍ରୁତ ବୋଲର ଆକାଶ ଦୀପ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି। ପ୍ରଥମ ୩ଟି ଟେଷ୍ଟରେ ଇଂଲଣ୍ଡ ଷ୍ଟାଇଲ ବାଜବଲ କ୍ରିକେଟ ଖେଳି ନିର୍ଭରଯୋଗ୍ୟ ବ୍ୟାଟର ଜୋ ରୁଟ୍‌ […] The post IND-ENG ଚତୁର୍ଥ ଟେଷ୍ଟ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ ସ୍କୋର୍‌ ୩୦୨/୭ appeared first on Dharitri Odia News.

IND-ENG ଚତୁର୍ଥ ଟେଷ୍ଟ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ ସ୍କୋର୍‌ ୩୦୨/୭

ରାଞ୍ଚତ୍, ୨୩।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଚତୁର୍ଥ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ବେଳକୁ ୭ ଉଇକେଟ ହରାଇ ୩୦୨ ରନ ସଂଗ୍ରହ କରିଛି। ଏହି ମ୍ୟାଚରେ ଭାରତ ଦ୍ରୁତ ବୋଲର ଆକାଶ ଦୀପ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି।
ପ୍ରଥମ ୩ଟି ଟେଷ୍ଟରେ ଇଂଲଣ୍ଡ ଷ୍ଟାଇଲ ବାଜବଲ କ୍ରିକେଟ ଖେଳି ନିର୍ଭରଯୋଗ୍ୟ ବ୍ୟାଟର ଜୋ ରୁଟ୍‌ ସଫଳ ହୋଇ ନ ଥିଲେ। ମାତ୍ର ଏଠରେ ନିଜର ସ୍ବାଭାବିକ ଗେମ୍‌ ଖେଳି ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଛନ୍ତି ରୁଟ୍‌।

The post IND-ENG ଚତୁର୍ଥ ଟେଷ୍ଟ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ ସ୍କୋର୍‌ ୩୦୨/୭ appeared first on Dharitri Odia News.