IND vs PAK: ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ

ଦୁବାଇ,୨୩।୨: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉଛି। ଏହା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ହାଇଭୋଲଟେଜ ମ୍ୟାଚ ହେବ। ଭାରତ ଏବଂ ପାକିସ୍ତାନ ସହିତ ଅନ୍ୟ ଅନେକ ଦେଶର ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି। ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ଟିମ ଇଣ୍ଡିଆ ଶେଷ ଥର ପାଇଁ ପ୍ରାୟ ୮ ମାସ ପୂର୍ବେ ପାକିସ୍ତାନକୁ ଭେଟିଥିଲା। ଏହି […] The post IND vs PAK: ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ appeared first on Dharitri Odia News.

IND vs PAK: ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ

ଦୁବାଇ,୨୩।୨: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉଛି। ଏହା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ହାଇଭୋଲଟେଜ ମ୍ୟାଚ ହେବ। ଭାରତ ଏବଂ ପାକିସ୍ତାନ ସହିତ ଅନ୍ୟ ଅନେକ ଦେଶର ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି। ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଟିମ ଇଣ୍ଡିଆ ଶେଷ ଥର ପାଇଁ ପ୍ରାୟ ୮ ମାସ ପୂର୍ବେ ପାକିସ୍ତାନକୁ ଭେଟିଥିଲା। ଏହି ଦୁଇ ଦଳ ୨୦୨୪ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ। ଏବେ ସେ ପୁଣି ଥରେ ପଡ଼ିଆରେ ମୁହାଁମୁହିଁ ହୋଇଛନ୍ତି।

The post IND vs PAK: ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ appeared first on Dharitri Odia News.