India Defense Manoeuvre:ଭାରତକୁ ସାମ୍ନା କରିନପାରି ତ୍ରାହିତ୍ରାହି ଡାକୁଛି ପାକିସ୍ତାନ; ୫୦ ଡ୍ରୋନ, ୮ମିସାଇଲ ଧ୍ୱଂସ

 ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଲୋକେସନରେ ସେନା ଏୟାରଷ୍ଟ୍ରାଇକ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦର ୪, ଲସ୍କର-ଏ-ତୋଇବାର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଠିକଣା ଛାରଖାର ହୋଇଛି।

India Defense Manoeuvre:ଭାରତକୁ ସାମ୍ନା କରିନପାରି ତ୍ରାହିତ୍ରାହି ଡାକୁଛି ପାକିସ୍ତାନ; ୫୦ ଡ୍ରୋନ, ୮ମିସାଇଲ ଧ୍ୱଂସ
Array