India-Pakistan Conflict: ଏଇଠୁ ମିଳିଛି ପାକିସ୍ତାନୀ ଡ୍ରୋନ୍-ମିସାଇଲ୍ର ଭଗ୍ନାବଶେଷ
ପହଲଗାମ ଆତଙ୍କୀ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ଉତ୍ତେଜନା ବଢିଚାଲିଛି। ପାକିସ୍ତାନର ଆକ୍ରମଣକୁ ଭାରତ ବାରମ୍ବାର ପଣ୍ଡ କରିଚାଲିଛି। ରାଜସ୍ଥାନର ଜୈସଲମେରରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ପାକିସ୍ତାନୀ ଡ୍ରୋନ୍କୁ ମଝି ଆକାଶରେ ଅଟକାଯାଇ ଧ୍ୱଂସ କରାଯାଇଛି।