India's Action On Pak ଖିନ୍‌ଭିନ୍‌ ହେବ ଆତଙ୍କୀ ସାମ୍ରାଜ୍ୟ, ଭାରତ କରୁଛି ପ୍ଲାନ୍‌ !

ଭାରତ ସରିଲାଣି ସମସ୍ତ ପ୍ରସ୍ତୁତି ! ଆଉ ଚାଲିବନି ଆତଙ୍କବାଦୀଙ୍କ ଚାଲ୍‌ !  ଖିନଭିନ୍‌  ହେବ ଆତଙ୍କୀ ସାମ୍ରାଜ୍ୟ ? ଭାରତ କରିବ ବଡ଼ ହମଲା ? ଆକ୍ସନ ପାଇଁ କଡ଼ା ନିର୍ଦ୍ଦେଶ ଦେବେ କି ପ୍ରଧାନମନ୍ତ୍ରୀ ? ଆତଙ୍କବାଦୀଙ୍କ ଆଖିବୁଜା ଫାୟାରିଂ ପରେ ଏବେ କେନ୍ଦ୍ର ସରକାର ଡାକୁଛନ୍ତି ଘନଘନ ବୈଠକ ।

India's Action On Pak ଖିନ୍‌ଭିନ୍‌ ହେବ ଆତଙ୍କୀ ସାମ୍ରାଜ୍ୟ, ଭାରତ କରୁଛି ପ୍ଲାନ୍‌ !
Array