India's First Selfie: ଆଜିକାଲି ନୁହେଁ, ୧୦୦ ବର୍ଷ ପୂର୍ବରୁ ଭାରତରେ ନିଆ ଯାଇଥିଲା ପ୍ରଥମ ସେଲ୍ଫି !
ଆମ ଭାରତରେ ପ୍ରଥମେ କିଏ ସେଲ୍ଫି ନେଇଛନ୍ତି ? ସେଲ୍ଫି ଆଉ ସ୍ମାର୍ଟ ଫୋନ୍ କଥା ଉଠିଲେ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ଏଇ ୧୦ କି ୧୫ ବର୍ଷ ପୂର୍ବରୁ ତ ସ୍ମାର୍ଟ ଫୋନ୍ ଆସିଥିଲା, ପ୍ରଥମ ସେଲ୍ଫି ବି ସେଇ ସମୟରେ ନିଆଯାଇଥିବ ।