North Vs South Debate: ମାତ୍ର ୪/୫ଟି ହିଟ୍ ଦେଇଦେଲେ ଏମାନେ ବଲିଉଡର ବାପା ହୋଇଯିବେ ନାହିଁ: ସଞ୍ଜୟ ଗୁପ୍ତା
ସାଉଥ୍ର ଜଣେ ପ୍ରସିଦ୍ଧ ନିର୍ମାତା ବଲିଉଡ୍କୁ ନେଇ ଏମିତି କିଛି କହିଛନ୍ତି ଯାହାକୁ ନେଇ ପୂରା ବଲିଉଡ ଏକାଠି ହୋଇଛନ୍ତି ଆଉ ଏହି ନିର୍ମାତାଙ୍କୁ ଟାର୍ଗେଟ୍ କରୁଛନ୍ତି। ସଞ୍ଜୟ ଗୁପ୍ତା ନିର୍ମାତାଙ୍କୁ କଡା ଉତ୍ତର ଦେଇଛନ୍ତି।