Inspiring Story: ୮୪ ବର୍ଷ ବୟସରେ MBA ଡିଗ୍ରୀ, ସମ୍ବଲପୁର IIMରୁ ନେଲେ ପ୍ରମାଣପତ୍ର

ଇଚ୍ଛାଶକ୍ତି ଓ ମନୋବଳ ଆଗରେ ବୟସ ସାଜେନି ବାଧକ । ୮୪ ବର୍ଷ ବୟସରେ MBA ଡିଗ୍ରୀ ହାସଲ କରିଛନ୍ତି ଜଣେ ବ୍ୟକ୍ତି, ତାହା ପୁଣି ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନ IIM ସମ୍ୱଲପୁରରୁ । ଏହା ପୂର୍ବରୁ ବି ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି । କିଏ ସେହି ପ୍ରେରଣାଦାୟକ ବ୍ୟକ୍ତି, ଜାଣନ୍ତୁ…

Inspiring Story: ୮୪ ବର୍ଷ ବୟସରେ MBA ଡିଗ୍ରୀ, ସମ୍ବଲପୁର IIMରୁ ନେଲେ ପ୍ରମାଣପତ୍ର
Array