IPL 2024 କାର୍ଯ୍ୟସୂଚୀ: ପ୍ରଥମ ଦିନରେ ମୁହାଁମୁହିଁ ହେବେ CSK vs RCB

ନୂଆଦିଲ୍ଲୀ: ଆଇପିଏଲ ୨୦୨୪କୁ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆରମ୍ଭ ହେଲାଣି। IPLର ୧୭ତମ ସଂସ୍କରଣ ପାଇଁ ଗୁରୁବାର ଦିନ କାର୍ଯ୍ୟସୂଚୀ... The post IPL 2024 କାର୍ଯ୍ୟସୂଚୀ: ପ୍ରଥମ ଦିନରେ ମୁହାଁମୁହିଁ ହେବେ CSK vs RCB appeared first on .

IPL 2024 କାର୍ଯ୍ୟସୂଚୀ: ପ୍ରଥମ ଦିନରେ ମୁହାଁମୁହିଁ ହେବେ CSK vs RCB

ନୂଆଦିଲ୍ଲୀ: ଆଇପିଏଲ ୨୦୨୪କୁ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆରମ୍ଭ ହେଲାଣି। IPLର ୧୭ତମ ସଂସ୍କରଣ ପାଇଁ ଗୁରୁବାର ଦିନ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମାତ୍ର ୨୧ ଦିନର ମ୍ୟାଚ ପାଇଁ ତଥ୍ୟ ପ୍ରକାଶ ପାଇଛି। ତେବେ ମାର୍ଚ୍ଚ ୨୨ରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳାଯିବ।