IPL 2025: ୧୩ ସହରରେ ଖେଳାଯିବ ୭୪ ମ୍ୟାଚ୍‌, ଦେଖନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ IPL 2025ର ୧୮ତମ ସିଜିନ ଆଜିଠୁ ଆରମ୍ଭ ହେବ। ଏହି ସିଜିନର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯିବ। ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ, ଯେତେବେଳେ ଫାଇନାଲ ମ୍ୟାଚ ମଇ ୨୫ରେ ଖେଳାଯିବ। ଆଇପିଏଲ ୨୦୨୫ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ଲିଗ ପର୍ଯ୍ୟାୟରେ ୭୦ଟି ମ୍ୟାଚ ହେବ। ଲିଗ ପର୍ଯ୍ୟାୟରେ ସମସ୍ତ […] The post IPL 2025: ୧୩ ସହରରେ ଖେଳାଯିବ ୭୪ ମ୍ୟାଚ୍‌, ଦେଖନ୍ତୁ କାର୍ଯ୍ୟସୂଚୀ appeared first on Dharitri Odia News.

IPL 2025: ୧୩ ସହରରେ ଖେଳାଯିବ ୭୪ ମ୍ୟାଚ୍‌, ଦେଖନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ IPL 2025ର ୧୮ତମ ସିଜିନ ଆଜିଠୁ ଆରମ୍ଭ ହେବ। ଏହି ସିଜିନର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯିବ। ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ, ଯେତେବେଳେ ଫାଇନାଲ ମ୍ୟାଚ ମଇ ୨୫ରେ ଖେଳାଯିବ।

ଆଇପିଏଲ ୨୦୨୫ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ଲିଗ ପର୍ଯ୍ୟାୟରେ ୭୦ଟି ମ୍ୟାଚ ହେବ। ଲିଗ ପର୍ଯ୍ୟାୟରେ ସମସ୍ତ ୧୦ଟି ଦଳ ପ୍ରତ୍ୟେକ ୧୪ଟି ମ୍ୟାଚ ଖେଳିବେ। ଆଇପିଏଲ ୨୦୨୫ର ସମସ୍ତ ମ୍ୟାଚ ମୋଟ ୧୩ଟି ସହରରେ ଖେଳାଯିବ। IPL 2025ର ଲକ୍ଷ୍ନୌ, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପାଟଣା, ଗୌହାଟି, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, କୋଲକାତା ଏବଂ ଧର୍ମଶାଳାରେ ଖେଳାଯିବ।

IPL 2025ର ସମ୍ପୂର୍ଣ୍ଣ ସୂଚୀ

ମାର୍ଚ୍ଚ ୨୨- କୋଲକାତା ନାଇଟ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ମାର୍ଚ୍ଚ ୨୩-ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ

ମାର୍ଚ୍ଚ ୨୩- ଚେନ୍ନାଇ ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ମାର୍ଚ୍ଚ ୨୪ – ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଲକ୍ଷ୍ନୌ ସୁପରଜିଆଣ୍ଟସ

ମାର୍ଚ୍ଚ ୨୫ ଗୁଜରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗ୍ସ

ମାର୍ଚ୍ଚ ୨୬- ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ

ମାର୍ଚ୍ଚ ୨୭- ସନରାଇଜର୍ସ ହାଇଦ୍ରାବାଦ ବନାମ ଲକ୍ଷ୍ନୌ ସୁପରଜାଏଣ୍ଟସ

ମାର୍ଚ୍ଚ ୨୮- ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ମାର୍ଚ୍ଚ ୨୯- ଗୁଜରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ମାର୍ଚ୍ଚ ୩୦ – ଦିଲ୍ଲୀ କ୍ୟାପିଟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

ମାର୍ଚ୍ଚ ୩୧ – ରାଜସ୍ଥାନ ରୟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ମାର୍ଚ୍ଚ ୩୧ – ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ ରାଇଡର୍ସ

ଏପ୍ରିଲ ୧ – ଲକ୍ଷ୍ନୌ ସୁପରଜାଏଣ୍ଟସ ବନାମ ପଞ୍ଜାବ କିଙ୍ଗ୍ସ

୨ ଏପ୍ରିଲ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜରାଟ ଟାଇଟାନ୍ସ

ଏପ୍ରିଲ ୩ – କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

ଏପ୍ରିଲ ୪ – ଲକ୍ଷ୍ନୌ ସୁପରଜାଏଣ୍ଟସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ଏପ୍ରିଲ ୫ – ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ଏପ୍ରିଲ ୫ – ପଞ୍ଜାବ କିଙ୍ଗସ ବନାମ ରାଜସ୍ଥାନ ରୟାଲ୍ସ

ଏପ୍ରିଲ ୬ – କୋଲକାତା ନାଇଟ ରାଇଡର୍ସ ବନାମ ଲକ୍ଷ୍ନୌ ସୁପରଜାଏଣ୍ଟସ

ଏପ୍ରିଲ ୬ – ସନରାଇଜର୍ସ ହାଇଦ୍ରାବାଦ ବନାମ ଗୁଜରାଟ ଟାଇଟାନ୍ସ

ଏପ୍ରିଲ ୭ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଏପ୍ରିଲ ୮ – ପଞ୍ଜାବ କିଙ୍ଗ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ଏପ୍ରିଲ ୯ – ଗୁଜରାଟ ଟାଇଟାନ୍ସ ବନାମ ରାଜସ୍ଥାନ ରୟାଲ୍ସ

ଏପ୍ରିଲ ୧୦ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ଏପ୍ରିଲ ୧୧ – ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ ରାଇଡର୍ସ

ଏପ୍ରିଲ ୧୨ – ଲକ୍ଷ୍ନୌ ସୁପରଜିଆଣ୍ଟସ ବନାମ ଗୁଜରାଟ ଟାଇଟାନ୍ସ

ଏପ୍ରିଲ ୧୨ – ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍ସ

୧୩ ଏପ୍ରିଲ – ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

୧୩ ଏପ୍ରିଲ – ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ଏପ୍ରିଲ ୧୪ – ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ

୧୫ ଏପ୍ରିଲ – ପଞ୍ଜାବ କିଙ୍ଗସ ବନାମ କୋଲକାତା ନାଇଟ ରାଇଡର୍ସ

ଏପ୍ରିଲ ୧୬ – ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ

୧୭ ଏପ୍ରିଲ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

୧୮ ଏପ୍ରିଲ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ପଞ୍ଜାବ କିଙ୍ଗ୍ସ

୧୯ ଏପ୍ରିଲ – ଗୁଜରାଟ ଟାଇଟାନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ଏପ୍ରିଲ ୧୯ – ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ

ଏପ୍ରିଲ ୨୦ – ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଏପ୍ରିଲ ୨୦ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ଏପ୍ରିଲ ୨୧ – କୋଲକାତା ନାଇଟ ରାଇଡର୍ସ ବନାମ ଗୁଜରାଟ ଟାଇଟାନ୍ସ

୨୨ ଏପ୍ରିଲ – ଲକ୍ଷ୍ନୌ ସୁପରଜିଆଣ୍ଟସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୨୩ ଏପ୍ରିଲ – ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ

୨୪ ଏପ୍ରିଲ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ରାଜସ୍ଥାନ ରୟାଲ୍ସ

୨୫ ଏପ୍ରିଲ – ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

୨୬ ଏପ୍ରିଲ – କୋଲକାତା ନାଇଟ ରାଇଡର୍ସ ବନାମ ପଞ୍ଜାବ କିଙ୍ଗସ

ଏପ୍ରିଲ ୨୭ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ଲକ୍ଷ୍ନୌ ସୁପରଜିଆଣ୍ଟସ

ଏପ୍ରିଲ ୨୭- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଏପ୍ରିଲ ୨୮- ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟାନ୍ସ

ଏପ୍ରିଲ ୨୯- ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ

ଏପ୍ରିଲ ୩୦ – ଚେନ୍ନାଇ ସୁପର କିଙ୍ଗ୍ସ ବନାମ ପଞ୍ଜାବ କିଙ୍ଗ୍ସ

ମେ ୧- ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ମେ ୨- ଗୁଜରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

ମେ ୩- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ମେ ୪- କୋଲକାତା ନାଇଟ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍ସ

ମେ ୪- ପଞ୍ଜାବ କିଙ୍ଗସ ବନାମ ଲକ୍ଷ୍ନୌ ସୁପରଜାଏଣ୍ଟସ

ମେ ୫- ସନରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ମେ ୬- ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜରାଟ ଟାଇଟାନ୍ସ

ମେ ୭- କୋଲକାତା ନାଇଟ ରାଇଡର୍ସ ବନାମ ଚେନ୍ନାଇ ସୁପର କିଙ୍ଗସ

ମେ ୮- ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ମେ ୯- ଲକ୍ଷ୍ନୌ ସୁପରଜିଆଣ୍ଟସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ମେ ୧୦- ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ ରାଇଡର୍ସ

ମେ ୧୧ – ପଞ୍ଜାବ କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ମେ ୧୧- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଗୁଜରାଟ ଟାଇଟାନ୍ସ

ମେ ୧୨ – ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ

ମେ ୧୩- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନରାଇଜର୍ସ ହାଇଦ୍ରାବାଦ

ମେ ୧୪- ଗୁଜରାଟ ଟାଇଟାନ୍ସ ବନାମ ଲକ୍ଷ୍ନୌ ସୁପରଜାଏଣ୍ଟସ

ମେ ୧୫- ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ମେ ୧୬- ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ

ମେ ୧୭- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ କୋଲକାତା ନାଇଟ ରାଇଡର୍ସ

ମେ ୧୮- ଗୁଜରାଟ ଟାଇଟାନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ମେ ୧୮- ଲକ୍ଷ୍ନୌ ସୁପରଜାଏଣ୍ଟସ ବନାମ ସନରାଇଜର୍ସ ହାଇଦ୍ରାବାଦ

ମେ ୨୦- କ୍ୱାଲିଫାୟର୍‌ ୧

ମେ ୨୧- ଏଲିମିନେଟର

ମେ ୨୩- କ୍ୱାଲିଫାୟର ୨

ମେ ୨୫ – ଫାଇନାଲ

The post IPL 2025: ୧୩ ସହରରେ ଖେଳାଯିବ ୭୪ ମ୍ୟାଚ୍‌, ଦେଖନ୍ତୁ କାର୍ଯ୍ୟସୂଚୀ appeared first on Dharitri Odia News.