IPL Final: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB

ଆଇପିଏଲ ସିଜିନ୍‌-୧୮ରେ ପ୍ରଥମ ଦଳ ଭାବେ RCB ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ସେପଟେ ୨୦୧୬ ପରେ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି ବାଙ୍ଗାଲୋର ।

IPL Final: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB
Array