Iran-Israel Enmity: କେବେଠୁ ଆରମ୍ଭ ଇରାନ-ଇସ୍ରାଏଲ ଶତ୍ରୁତା ? ଦୁଇ ମିତ୍ର ରାଷ୍ଟ୍ର କିପରି ପାଲଟିଗଲେ ପରମ ଶତ୍ରୁ ?

ଆମେରିକା ଏବଂ ୟୁରୋପ ଇସ୍ରାଏଲ ସହିତ ଠିଆ ହୋଇଛନ୍ତି। ରୁଷ ଏବଂ ଚୀନ ଗୁପ୍ତ ଭାବରେ ଇରାନକୁ ସମର୍ଥନ କରନ୍ତି। ଆରବ ଦେଶଗୁଡ଼ିକ କେତେବେଳେ ଇରାନ ବିରୋଧରେ ତ କେତେବେଳେ ନିରପେକ୍ଷ ମନ୍ତବ୍ୟ ଦିଅନ୍ତି। ତେବେ ଇସ୍ରାଏଲ ସହିତ ୟୁଏଇର ସମ୍ପର୍କ ସ୍ୱାଭାବିକ ରହିଛି । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେଲେ ତେଲ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହେବ ଏବଂ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଆହୁରି ଗଭୀର ହେବ।

Iran-Israel Enmity: କେବେଠୁ ଆରମ୍ଭ ଇରାନ-ଇସ୍ରାଏଲ ଶତ୍ରୁତା ? ଦୁଇ ମିତ୍ର ରାଷ୍ଟ୍ର କିପରି ପାଲଟିଗଲେ ପରମ ଶତ୍ରୁ ?
Array