Israel-Iran War: ଘନେଇଲା ଇସ୍ରାଏଲ-ଇରାନ ଯୁଦ୍ଧ ସଙ୍କଟ, ବିଶ୍ବ ତୈଳ ବଜାରରେ ଚହଳ

ଇରାନ ଉପରେ ଘନ ଘନ ଆଟାକ୍ କରୁଛି ଇସ୍ରାଏଲୀ ସେନା। ୬ଟି ଏୟାର ବେସ୍ ଉପରେ ମିସାଇଲ ମାଡ଼ କରି ଧ୍ବଂସ କରିଦେଇଛି ଶକ୍ତିଶାଳୀ ଯୁଦ୍ଧ ବିମାନ। ଏହାର କଡ଼ା ଜବାବ ଦେଇ ଇସ୍ରାଏଲ ଉପରେ ବି ଏୟାର ଷ୍ଟ୍ରାଇକ କରିଛି ଇରାନ।

Israel-Iran War: ଘନେଇଲା ଇସ୍ରାଏଲ-ଇରାନ ଯୁଦ୍ଧ ସଙ୍କଟ, ବିଶ୍ବ ତୈଳ ବଜାରରେ ଚହଳ
Array