Kashmir Tourism Impact: ପୁଣି ମାଟି କାମୁଡ଼ିବ କି ଭୂସ୍ବର୍ଗ ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ?
ଗ୍ରୀଷ୍ମର ପ୍ରକୋପକୁ ଚକମା ଦେଇ ଛୁଟି କାଟିବାକୁ କାଶ୍ମୀର ଯିବାକୁ ବେଶ୍ ପସନ୍ଦ କରନ୍ତି ପର୍ଯ୍ୟଟକ । ଯେଉଁ ସମୟରେ କାଶ୍ମୀରକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଗତକାଲିର ଘଟଣା ପରେ ସେହି ସମୟରେ ଦେଖିବାକୁ ମିଳିଛି ଓଲଟା ଚିତ୍ର ।