Lok Sabha Elections 2024: ଏହି ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ସମର୍ଥନ କଲେ ପ୍ରଶାନ୍ତ କିଶୋର, କହିଦେଲେ ଏମିତି…

ନୂଆଦିଲ୍ଲୀ,୨୫।୫: ୨୦୨୪ ନିର୍ବାଚନ ଶେଷ ପଯ୍ୟାୟ ପହଞ୍ଚିଥିବାବେଳେ ରେଜଲ୍ଟ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିନାର୍ହି କିନ୍ତୁ ବିଭିନ୍ନ ରାଜନୈତିକ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ଭବିୟେବାଣୀ କରୁଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର ଭାଜପା ୨୦୧୯ ଲୋକ ସଭା ପ୍ରଦର୍ଶନ ପୁଣି ପୁନରାବୃତ୍ତି କରିବ ବୋଲି ଆକଳନ କରିଛନ୍ତି ପିକେ। ସେ କହିଛନ୍ତି, ବିଜୟ ହାସଲ କଲେ ମଧ୍ୟ ୩୭୦ରୁ ଅଧିକ ସିଟ ଜିତିବାକୁ […] The post Lok Sabha Elections 2024: ଏହି ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ସମର୍ଥନ କଲେ ପ୍ରଶାନ୍ତ କିଶୋର, କହିଦେଲେ ଏମିତି… appeared first on Dharitri Odia News.

Lok Sabha Elections 2024: ଏହି ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ସମର୍ଥନ କଲେ ପ୍ରଶାନ୍ତ କିଶୋର, କହିଦେଲେ ଏମିତି…

ନୂଆଦିଲ୍ଲୀ,୨୫।୫: ୨୦୨୪ ନିର୍ବାଚନ ଶେଷ ପଯ୍ୟାୟ ପହଞ୍ଚିଥିବାବେଳେ ରେଜଲ୍ଟ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିନାର୍ହି କିନ୍ତୁ ବିଭିନ୍ନ ରାଜନୈତିକ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ଭବିୟେବାଣୀ କରୁଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର ଭାଜପା ୨୦୧୯ ଲୋକ ସଭା ପ୍ରଦର୍ଶନ ପୁଣି ପୁନରାବୃତ୍ତି କରିବ ବୋଲି ଆକଳନ କରିଛନ୍ତି ପିକେ। ସେ କହିଛନ୍ତି, ବିଜୟ ହାସଲ କଲେ ମଧ୍ୟ ୩୭୦ରୁ ଅଧିକ ସିଟ ଜିତିବାକୁ ସକ୍ଷମ ହେବ ନାହିଁ। ଅନ୍ୟପକ୍ଷରେ ଦେଶର ବଡ଼ ରାଜେନୈତିକ ବିଶେଜ୍ଞେ ଯୋଗେନ୍ଦ୍ର ଯାଦବ କହିଛନ୍ତି, ଏଥର ମଧ୍ୟ ଭାଜପା ସରକାର ଗଠନ କରିବ। ଏଥିରୁ ଜଣାପଡୁଛି ଯେ, ଉଭୟ ରାଜନୈତିକ ବିଶେଷଜ୍ଞଙ୍କ ଭୋଟ ଗଣିତରୁ ଏହା ସ୍ପଷ୍ଟ ଯେ ଏନଡିଏ ପୁଣି ସରକାର ଗଠନ କରିବାକୁ ଯାଉଛି।

ପ୍ରଶାନ୍ତ କିଶୋର ସୋସିଆଲ ମିଡିଆ ଏକ୍ସରେ ଯୋଗେନ୍ଦ୍ର ଯାଦବଙ୍କ ଭିଡିଓର ସ୍କ୍ରିନସଟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲୋକ ସଭା ନିର୍ବାଚନର ଫଳାଫଳ ବିଷୟରେ ପୂର୍ବାନୁମାନ କରିଥିଲେ। ସେ ଆକଳନ କରିଛନ୍ତି ଯେ, ଭାଜପା ଏଥର ୨୪୦ ରୁ ୨୬୦ ସିଟ ଜିତିଥିବାବେଳେ ଏନଡିଏ ୩୫ରୁ ୪୫ ସିଟ ଜିତିବ।

The post Lok Sabha Elections 2024: ଏହି ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ସମର୍ଥନ କଲେ ପ୍ରଶାନ୍ତ କିଶୋର, କହିଦେଲେ ଏମିତି… appeared first on Dharitri Odia News.