Low-pressure Triggered Heavy Rain: ଆଜି ଲଘୁଚାପ, ପ୍ରବଳ ବର୍ଷିବ ! ୧୫ ଜିଳ୍ଳାକୁ ୟେଲୋ ୱାର୍ଣ୍ଣିଂ
ପଶ୍ଚିମ କେନ୍ଦ୍ରୀୟ ଓ ତାର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ମେ ୨୯ରୁ ଜୁନ ୧ ମଧ୍ୟରେ ପ୍ରବଳ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।